OdishaLIVE

OdishaLIVE

@OdishaLive

Followers690
Following642

Independent. Responsible. Connected. Explore stories that matter and make sense of the news, elegantly presented bilingually. RTs are not endorsements.

India
Joined on February 05, 2012
@OdishaLive Statistics

We looked inside some of the tweets by @OdishaLive and found useful information for you.

Inside 100 Tweets

Time between tweets:
2 hours
Average replies
0
Average retweets
0
Average likes
0
Tweets with photos
6 / 100
Tweets with videos
0 / 100
Tweets with links
0 / 100
Fun Fact

Twitter is now worth more than $11 billion.

OdishaLIVE
25 minutes ago
ପ୍ରତିଦିନ କବି ବ୍ରଜନାଥ ରଥଙ୍କ ଏକପଦୀ ପଢ଼ନ୍ତୁ, ଅନ୍ୟମାନଙ୍କ ସହ ସେୟାର୍ କରନ୍ତୁ।
#BrajanathRatha #ShortPoem #OdiaLiterature @Culturedeptt  @sahityaakademi https://t.co/FcmMaeBzpe

ପ୍ରତିଦିନ କବି ବ୍ରଜନାଥ ରଥଙ୍କ ଏକପଦୀ ପଢ଼ନ୍ତୁ, ଅନ୍ୟମାନଙ୍କ ସହ ସେୟାର୍ କରନ୍ତୁ। #BrajanathRatha #ShortPoem #OdiaLiterature @Culturedeptt @sahityaakademi https://t.co/FcmMaeBzpe

https://t.co/m5NrnA1vaS ଜାଣନ୍ତୁ କ’ଣ କହୁଛି ଆପଣଙ୍କର ରାଶି – ପ୍ରତିଦିନ ଏହି ସମୟରେ ଓଡ଼ିଶାଲାଇଭ୍ ପୋର୍ଟାଲରେ। #Horoscope #dailyhoroscope

0
0
0

https://t.co/vdVlnY7lto ଓଡ଼ିଶାର ଆଗଧାଡ଼ିର ଡିଜିଟାଲ୍ ମିଡିଆ ‘ଓଡ଼ିଶାଲାଇଭ୍‌’ ପକ୍ଷରୁ ବିଭିନ୍ନ ପଦବୀରେ ନିଯୁକ୍ତି ଲାଗି ବିଜ୍ଞାପନ ପ୍ରକାଶ ପାଇଛି। ଓଡ଼ିଶାର ବିଭିନ୍ନ ଜନଜାତି ଭାଷା ଜାଣିଥିବା ଶିକ୍ଷିତ ଯୁବକଯୁବତୀମାନେ ଏଥିପାଇଁ ଆବେଦନ କରିପାରିବେ। #jobopportunity #Odisha

0
0
1

https://t.co/RPhe7AzrbD ଓଡ଼ିଶାର କଟକ ଜିଲ୍ଲାରୁ ସଫଳତା ସାଉଣ୍ଟି ଚର୍ଚ୍ଚାକୁ ଆସିଥିଲେ ଫ୍ଲାଇଙ୍ଗ ଶିଖ୍ ମିଲଖା ସିଂ। #MilkhaSinghJi #MilkhaSinghDeath @CuttackDM @TeamSilverCity @JeevMilkhaSingh

0
0
0

https://t.co/ZXFMfqLbO8 କରୋନାରେ ଆଖି ବୁଜିଛନ୍ତି ଫ୍ଲାଇଙ୍ଗ ଶିଖ୍ ଏବଂ ତାଙ୍କ ପତ୍ନୀ ନିର୍ମଳା କୌର। କେମିତି ଥିଲା ସେମାନଙ୍କ ଲଭ୍ ଷ୍ଟୋରୀ ଜାଣନ୍ତୁ? @JeevMilkhaSingh #MilkhaSinghRIP #MikhaSingh #MikhaSinghji @IndiaSportsHub @IndiaSports

0
0
0

https://t.co/n42CXVZqEi ରାଜଧାନୀ ଭୁବନେଶ୍ୱରରେ ଏକ ସ୍ୱତନ୍ତ୍ର #COVIDVaccination କାର୍ଯ୍ୟକ୍ରମ ଜରିଆରେ କିନ୍ନରମାନଙ୍କୁ ଟିକା ଦିଆଯାଇଛି। ଶୁକ୍ରବାର ୟୁନିଟ୍-୯ସ୍ଥିତ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ ପରିସରରେ @bmcbbsr ପକ୍ଷରୁ କିନ୍ନରମାନଙ୍କ ପାଇଁ ଏହି ସ୍ୱତନ୍ତ୍ର ଟିକାକରଣ ଶିବିରର ଆୟୋଜନ କରାଯାଇଥିଲା।

1
0
1

https://t.co/FfErwGFe2q ‘କେତେ ନୂଆ ବାଟ ସିଜିନ୍‌ ୨’ର ଅଡିଓ ସିରିଜର ତୃତୀୟ ଅଧ୍ୟାୟରେ ପ୍ରସଙ୍ଗ ରହିଛି ‘କୋଭିଡ୍‌ ସମୟରେ ପିଲାଙ୍କ ସୁରକ୍ଷା ଲାଗି ଏକାଠି ହେବା’। #KeteNuaBata #ManyNewPaths #MoCollege #UNICEF #Odisha #COVID19

0
0
1

https://t.co/BZmvn5GHuu ରାଜ୍ୟରେ ଦ୍ଵିତୀୟ ଲହର କରୋନା ସଂକ୍ରମଣ ଜାରି ରହିଛି। କରୋନାକୁ ପ୍ରତିହତ କରିବା ପାଇଁ ଟିକାକରଣକୁ ଅଧିକ ଗୁରୁତ୍ଵ ଦେଉଛନ୍ତି ରାଜ୍ୟ ସରକାର। ତେଣୁ ୧୮-୪୪ବର୍ଷ ବର୍ଗଙ୍କୁ ଆଉ ଏକ ପର୍ଯ୍ୟାୟରେ ଟିକା ଦେବାକୁ ଘୋଷଣା କରାଯାଇଛି। @Covishield @CMO_Odisha @IPR_Odisha @HFWOdisha #coronapandemic

0
0
1

https://t.co/JWDpuE0bcJ ଜାଣନ୍ତୁ କ’ଣ କହୁଛି ଆପଣଙ୍କର ରାଶି – ପ୍ରତିଦିନ ଏହି ସମୟରେ ଓଡ଼ିଶାଲାଇଭ୍ ପୋର୍ଟାଲରେ। #rasi #Horoscope #rasifala

0
0
1

https://t.co/eHf66C6EPM ନୟାଗଡ଼ ଜିଲ୍ଲା ହସ୍ପିଟାଲରେ ଇଣ୍ଟେନସିଭ୍ କେୟାର(ଆଇସିୟୁ) ୱାର୍ଡକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ଘାଟନ କରିଛନ୍ତି। @CMO_Odisha @dr_arunsahoo @AdmnNayagarh @nayagarhmhud

0
0
0

https://t.co/srGMIGN2e2 ଓଡ଼ିଶାରେ ଦ୍ଵିତୀୟ ଅନ୍ତର୍ଜାତୀୟ ବିମାନ ବନ୍ଦର ପାଇଁ ସ୍ଥାନ ନିରୂପିତ ହୋଇଛି। ପୁରୀ ବ୍ରହ୍ମଗରି ରାସ୍ତାରେ ସିପସରୁବାଲିଠାରେ ଏହା ନିର୍ମାଣ କରାଯିବ। ଦୁଇଦିନ ତଳେ ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆର ଅଧିକାରୀମାନେ ସ୍ଥାନ ସର୍ଭେ କରିଥିଲେ। @AAI_Official @OfficialIndiaAI @Puri_Official

0
0
0

https://t.co/vIcNe6DpP1 ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ ପରଲୋକ ଘଟିଛି। ସେ କରୋନାରେ ଆକ୍ରାନ୍ତ ହୋଇ କୋଲକାତାର ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଚିକିତ୍ସାଧୀନ ସମୟରେ ଶୁକ୍ରବାର ରାତିରେ ତାଙ୍କର ମୃତ୍ୟୁ ହୋଇଛି। @Naveen_Odisha #DebasisPanigrahi @CuttackDM @OdishaVigilance

0
1
1

https://t.co/eZOGBBMP7X କରୋନାରେ ଆକ୍ରାନ୍ତ ହୋଇ ଓଡ଼ିଶାର ଅନେକ ବିଶିଷ୍ଟ ବ୍ୟକ୍ତି ଆଖି ବୁଜିଛନ୍ତି। ସେହିପରି ପୁଣିଥରେ ଜଣେ ବରିଷ୍ଠ ଓଡ଼ିଆ ଆଇଏଏସ୍ ଅଧୀକାରୀଙ୍କ ଜୀବନ ନେଇଛି ଅଦୃଶ୍ୟ କରୋନା ମହାମାରୀ। @narendramodi @dpradhanbjp @Naveen_Odisha #guruprasadmohapatra #IAS

0
0
0

https://t.co/2LeO4J9aX0 ଭାରତର କିମ୍ବଦନ୍ତୀ ଧାବକ ତଥା ଫ୍ଲାଇଙ୍ଗ ଶିଖ୍ ଭାବେ ପରିଚିତ ମିଲଖା ସିଂଙ୍କ ଦେହାନ୍ତ ହୋଇଛି। ଏକ ମାସ ପୂର୍ବରୁ ସେ କରୋନାରେ ଆକ୍ରାନ୍ତ ହୋଇ ହୋମ ଆଇସୋଲେସନରେ ରହିଥିଲେ। @JeevMilkhaSingh #MilkhaSinghJi #MilkhaSinghRIP #MilkhaSinghDeath #coronavirus #CoronaVirusUpdates

0
0
0

https://t.co/F6lz1krBZZ ଜାଣନ୍ତୁ କ’ଣ କହୁଛି ଆପଣଙ୍କର ରାଶି – ପ୍ରତିଦିନ ଏହି ସମୟରେ ଓଡ଼ିଶାଲାଇଭ୍ ପୋର୍ଟାଲରେ। #rasi #rasifala

0
0
0

https://t.co/3zJTUbNjgz ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାରଦିନ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ରାଜ୍ୟର ୮ଟି ଜିଲ୍ଲାରେ ବିଭିନ୍ନ ସ୍ଵାସ୍ଥ୍ୟ ଭିତ୍ତିଭୂମି, ତରଳ ଅକ୍ସିଜେନ ପ୍ଲାଣ୍ଟ ଓ ଚାପ ଅବଶୋଷଣ ପ୍ରଣାଳୀରେ ଅକ୍ସିଜେନ ଉତ୍ପାଦନ ବ୍ୟବସ୍ଥାର ଭିତ୍ତିପ୍ରସ୍ତର ରଖିବା ସହିତ ଅନ୍ୟାନ୍ୟ ଭିତ୍ତିଭୂମିର ଉଦ୍‌ଘାଟନ କରିଛନ୍ତି।

1
0
0
Next Page