News18 Odia

News18 Odia

@News18Odia

Followers76.2K
Following244

News18 Odia, Network18 Group caters to News & information to the Odia viewers. Network18 Group is presently the largest Television Network in India.

Bhubaneshwar, India
Joined on August 04, 2016
@News18Odia Statistics

We looked inside some of the tweets by @News18Odia and found useful information for you.

Inside 100 Tweets

Time between tweets:
31 minutes
Average replies
1
Average retweets
2
Average likes
17
Tweets with photos
50 / 100
Tweets with videos
11 / 100
Tweets with links
0 / 100
Fun Fact

That's a 78% increase in the number of heads of state and national governments on Twitter from 2011. Which means Twitter is taking over the world. And we're ok with that.

ନିଜ ମଧୁର କଣ୍ଠ ସ୍ୱର ପାଇଁ କୋଟି କୋଟି ଓଡ଼ିଆଙ୍କ ହୃଦୟରେ ଘର ବନେଇଥିବା ଗାୟିକା ତପୁ ମିଶ୍ର ଶେଷ ନିଶ୍ୱାସ ନେଇଛନ୍ତି । ତାଙ୍କ ଏକ୍‌ମୋ ଚିକିତ୍ସା ପାଇଁ ପାଣ୍ଠି ସଂଗ୍ରହ ଚାଲିଥିଲା, ହେଲେ କରୋନା ଭାଇରସ୍ ପାଖରେ ଧୈର୍ଯ୍ୟ ନ ଥିଲା । @anandstdas #Odisha #TapuMishra #coronavirus ପଢ଼ନ୍ତୁ ପୂରା ଖବର:https://t.co/nyQHbZ5rFK

1
3
25
ଲୋକପ୍ରିୟ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କ ପରଲୋକ । ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତପୁଙ୍କ ପରଲୋକ ହୋଇଛି । କୋରୋନାରେ ଆକ୍ରାନ୍ତ ପରେ ତପୁଙ୍କର ଚିକିତ୍ସା ଚାଲିଥିଲା । ତପୁଙ୍କ ଅକାଳ ମୃତ୍ୟୁରେ ଶୋକର ଛାୟା ଖେଳିଯାଇଛି । https://t.co/m3EzUv8Vhr

ଆସିଲା ଜାପାନୀ ଆମ୍ବ । ଦାମ୍‌ ଜାଣିଲେ ଚମକି ପଡ଼ିବେ । ଏହି ଆମ୍ବ ଗୋଟାକୁ ୨୧ ହଜାର ଟଙ୍କା । ଏହାର କିଲୋ ପିଛା ଦାମ୍‌ ହେଉଛି ୨ ଲକ୍ଷ ୭୦ ହଜାର ଟଙ୍କା । କାହିଁକି ଏହି ଆମ୍ବର ଦାମ୍‌ ଏତେ ଅଧିକ । କ’ଣ ରହିଛି ଏହାର ବିଶେଷତ୍ବ ? https://t.co/9ENFGpOkWO

ଏହି ଯୋଜନା ଅଧୀନରେ ଏକ କୋଟିରୁ ଅଧିକ ହିତାଧିକାରୀଙ୍କୁ ଅଣାଯିବ ବୋଲି କେନ୍ଦ୍ର ଅର୍ଥ ମନ୍ତ୍ରୀ କହିଥିଲେ । ଯଦି ଆପଣ ଏହି ସ୍କିମ୍ ପାଇଁ ଆବେଦନ କରି ମାଗଣା #LPG ସଂଯୋଗ ପାବାକୁ ଚାହାଁନ୍ତି, ତେବେ ଅନଲାଇନ୍ ଆବେଦନ ପ୍ରକ୍ରିୟା ବିଷୟରେ ଜାଣନ୍ତୁ । @anandstdas #PMUY #NarendraModi ପଢ଼ନ୍ତୁ ପୂରା ଖବର:https://t.co/Bi9lrBZXPi

0
2
5

ସାଧାରଣତଃ ଥରେ କରୋନା ଭାଇରସ୍ ଦ୍ୱାରା ସଂକ୍ରମିତ ହେବା ପରେ ପ୍ରାୟ ତିନି ମାସ ପର୍ଯ୍ୟନ୍ତ କେହି ପୁଣି ଥରେ ସଂକ୍ରମିତ ହୁଅନ୍ତି ନାହିଁ ବୋଲି ଏ ପର୍ଯ୍ୟନ୍ତ ଜଣା ଥିଲା । ହେଲେ ଗୁଜରାଟରୁ ଆସିଥିବା ଏକ ମାମଲା ଚିନ୍ତା ବଢ଼ାଇଦେଇଛି। @anandstdas #coronavirus #Delta #Gujarat #COVID ପଢ଼ନ୍ତୁ ପୂରା ଖବର:https://t.co/DSKpK1rTU0

0
3
10

ଗତ ବର୍ଷ ଲକଡାଉନ୍ ସମୟରେ ଦିଲ୍ଲୀରେ ଏକ ରାସ୍ତା କଡ଼ରେ ‘ବାବା କା ଢାବା’ ନାଁରେ ଏକ ଢାବା ଚଳାଇ ଖ୍ୟାତି ଲାଭ କରିଥିଲେ କାନ୍ତା ପ୍ରସାଦ । ତାଙ୍କ ଭିଡିଓ ଶେୟାର୍ ହେବା ପରେ ଦେଶ ସାରା ଲୋକେ ତାଙ୍କ ପାଇଁ ଟଙ୍କା ଦାନ ଦେଇଥିଲେ। @anandstdas #BABAKADHABA #suicide #Delhi #lockdown ପଢ଼ନ୍ତୁ ପୂରା ଖବର:https://t.co/rwEyIZGkRy

0
2
13
କବୟତ୍ରୀ ପଦ୍ମଶ୍ରୀ ପୂର୍ଣ୍ଣମାସୀ ଜାନୀ ଅସୁସ୍ଥ  । ପୂର୍ଣ୍ଣମାସୀଙ୍କ ଆଶୁ ଆରୋଗ୍ୟ କାମନା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । https://t.co/jV0yhkHhPQ

କବୟତ୍ରୀ ପଦ୍ମଶ୍ରୀ ପୂର୍ଣ୍ଣମାସୀ ଜାନୀ ଅସୁସ୍ଥ । ପୂର୍ଣ୍ଣମାସୀଙ୍କ ଆଶୁ ଆରୋଗ୍ୟ କାମନା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । https://t.co/jV0yhkHhPQ

ଓଡ଼ିଆ ଡିଫେଣ୍ଡର୍ ବୀରେନ୍ଦ୍ର ଲାକ୍ରାଙ୍କ ପାଇଁ ପାଞ୍ଚ ବର୍ଷ ପରେ ଏକ ବଡ଼ ସୁଯୋଗ ଆସିଛି। ସେ ୨୦୧୬ ରିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରି ମଧ୍ୟ ସେହି ସମୟରେ ଆଣ୍ଠୁରେ ଆଘାତ ଲାଗିଥିବାରୁ ସୁଯୋଗ ହାତ ଛଡ଼ା କରିଥିଲେ । @anandstdas #Odisha #Hockey #TokyoOlympics #DeepEkka ପଢ଼ନ୍ତୁ ପୂରା ଖବର:https://t.co/AwayvnIGFf

0
2
9
◾ଟିକା ପରେ ବି ସଂକ୍ରମଣର ଚାଲିଛି ଅନୁଧ୍ୟାନ
◾ଡେଲଟା ପ୍ଲସ ଭାରିଆଣ୍ଟକୁ ନେଇ ଚିନ୍ତା
◾ଯୁକ୍ତ ୨ ମୂଲ୍ୟାୟନ ବ୍ୟବସ୍ଥାକୁ ନେଇ ଦ୍ୱନ୍ଦ୍ୱ
◾ସ୍ନାନଯାତ୍ରାକୁ ଆଉ ରହିଲା ୫ ଦିନ
◾ପଞ୍ଚଭୂତରେ ବିଲୀନ ହେଲେ ଦେବାଶିଷ
" ସାରା ଓଡ଼ିଶା " @ 7pm @News18Odia
@dayanidhi_dash @pmayadhar @thabirsamal https://t.co/YhcSIY51WP

◾ଟିକା ପରେ ବି ସଂକ୍ରମଣର ଚାଲିଛି ଅନୁଧ୍ୟାନ ◾ଡେଲଟା ପ୍ଲସ ଭାରିଆଣ୍ଟକୁ ନେଇ ଚିନ୍ତା ◾ଯୁକ୍ତ ୨ ମୂଲ୍ୟାୟନ ବ୍ୟବସ୍ଥାକୁ ନେଇ ଦ୍ୱନ୍ଦ୍ୱ ◾ସ୍ନାନଯାତ୍ରାକୁ ଆଉ ରହିଲା ୫ ଦିନ ◾ପଞ୍ଚଭୂତରେ ବିଲୀନ ହେଲେ ଦେବାଶିଷ " ସାରା ଓଡ଼ିଶା " @ 7pm @News18Odia @dayanidhi_dash @pmayadhar @thabirsamal https://t.co/YhcSIY51WP

ବାସୋପଯୋଗୀ ର୍ୟାଙ୍କରେ ଭାରତର ଚତୁର୍ଥ ସ୍ଥାନରେ ଭୁବନେଶ୍ବର,ସେଣ୍ଟର ଫର ସାଇନ୍ସ ଆଣ୍ଡ ଏନଭାର୍ଣ୍ଣମେଣ୍ଟ ପକ୍ଷରୁ ରିପୋର୍ଟ ପ୍ରଦାନ, ବାସୋପଯୋଗୀ ର୍ୟାଙ୍କରେ ଭୁବନେଶ୍ବରକୁ ସର୍ବାଧିକ ୯୪.୮ ସ୍କୋର ମିଳିଛି, ଭୁବନେଶ୍ବରରେ ରହିବାକୁ ଅଧିକ ଲୋକ ପସନ୍ଦ କରୁଛନ୍ତି, ବାସୋପଯୋଗୀ ଓ ଜୀବନଶୈଳୀ ନେଇ ମିଳିଛି ଚତୁର୍ଥ ସ୍ଥାନ @CMO_Odisha https://t.co/0MPLtPJ2H2

୫୫ ବର୍ଷୀୟ ଦେବାଶିଷ ପାଣିଗ୍ରାହୀଙ୍କୁ ୧୦ ଦିନ ତଳେ କଟକର ଏକ #COVID ହସ୍ପିଟାଲରୁ ଏୟାର୍ ଆମ୍ବୁଲାନ୍ସରେ କୋଲକାତା ନିଆଯାଇଥିଲା । ୨୦୦୨ରେ କ୍ଷୁଦ୍ର ଗଳ୍ପ ପାଇଁ ତାଙ୍କୁ ଓଡ଼ିଶା ସାହିତ୍ୟ ଅକାଡ଼େମୀ ପୁରସ୍କାର ମିଳିଥିଲା। @anandstdas #Odisha #DebashishPanigrahi #COVID19 #IPS ପଢ଼ନ୍ତୁ ପୂରା ଖବର:https://t.co/OxQGJaBgoS

0
3
9
ଖାଉଟିଙ୍କ ଚିନ୍ତା ଦରଦାମ୍ ବୃଦ୍ଧି
କୋରୋନା କାଳେ ମହଙ୍ଗା ମାଡ଼
News18Business @ 6pm
" ବେଲଗାମ୍ ଦରଦାମ୍" @News18Odia 
@dayanidhi_dash @pmayadhar @thabirsamal https://t.co/GkQmtKHfhR

ଖାଉଟିଙ୍କ ଚିନ୍ତା ଦରଦାମ୍ ବୃଦ୍ଧି କୋରୋନା କାଳେ ମହଙ୍ଗା ମାଡ଼ News18Business @ 6pm " ବେଲଗାମ୍ ଦରଦାମ୍" @News18Odia @dayanidhi_dash @pmayadhar @thabirsamal https://t.co/GkQmtKHfhR

ଯୌତୁକ, ଏମିତି ବ୍ୟାଧି ଯାହା କ୍ୟାନ୍ସର ଭଳି ମାରାତ୍ମକ, ଓ ଯାହା ଏବେ ବି ଅନେକ ରାଜ୍ୟରେ ପ୍ରଚଳିତ..
କେବେ ମୁକୁଳିବା ଏଥିରୁ ଆମେ, କେବେ ବଦଳିବ ଆମ ମାନସିକତା ? ଦେଖନ୍ତୁ ଏହାକୁ ନେଇ ଆଜିର ଆଲୋଚନା 'ଯୌତୁକ' ପ୍ରଥା ନା ନିର୍ଯାତନା ! @ 7:30PM #SwayamSiddha @News18Odia @dayanidhi_dash @pmayadhar https://t.co/Uam5NjtpWa

ଯୌତୁକ, ଏମିତି ବ୍ୟାଧି ଯାହା କ୍ୟାନ୍ସର ଭଳି ମାରାତ୍ମକ, ଓ ଯାହା ଏବେ ବି ଅନେକ ରାଜ୍ୟରେ ପ୍ରଚଳିତ.. କେବେ ମୁକୁଳିବା ଏଥିରୁ ଆମେ, କେବେ ବଦଳିବ ଆମ ମାନସିକତା ? ଦେଖନ୍ତୁ ଏହାକୁ ନେଇ ଆଜିର ଆଲୋଚନା 'ଯୌତୁକ' ପ୍ରଥା ନା ନିର୍ଯାତନା ! @ 7:30PM #SwayamSiddha @News18Odia @dayanidhi_dash @pmayadhar https://t.co/Uam5NjtpWa

ଜୁନ ୨୦ରୁ ତେଲଙ୍ଗାନାରେ ସମ୍ପୂର୍ଣ୍ଣ ଉଠିବ ଲକ୍‌ଡାଉନ । ଏଥିସହ ନାଇଟ୍‌ କର୍ଫ୍ୟୁ କଟକଣା ବି ରହିବନି । ଏନେଇ ତେଲଙ୍ଗାନା ସରକାର ନିଷ୍ପତ୍ତି ନେଇଛନ୍ତି । ପଜିଟିଭିଟି ରେଟ୍‌ ହ୍ରାସ ପରେ ଏଭଳି ନିଷ୍ପତ୍ତି ନିଆଯାଇଥିବା ତେଲଙ୍ଗାନା ସରକାର ସୂଚନା ଦେଇଛନ୍ତି ।

0
4
39
ବିଶ୍ବ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ ମ୍ୟାଚ୍: ବ୍ୟାଟିଂ କରିବ ଭାରତ । ଇଂଲଣ୍ଡର ସାଉଥମ୍ପଟନରେ ଭାରତ-ନ୍ୟୁଜିଲାଣ୍ଡ ମୁକାବିଲା । ଟସ୍‌ ଜିତି ନ୍ୟୁଜିଲାଣ୍ଡର ବୋଲିଂ ନିଷ୍ପତ୍ତି । ବର୍ଷା ଯୋଗୁଁ ଗତକାଲି ପ୍ରଥମ ଦିନର ଖେଳ ଧୋଇଯାଇଥିଲା #BreakingNews @BCCI #WTCFinal #TeamIndia #Newzeland https://t.co/7i8sQ7amy9

@reliancejio ଏୟାରଟେଲ ପ୍ରାୟ ୪୦ ଲକ୍ଷ ଗ୍ରାହକ ଯୋଡ଼ିଛି । ଓଡ଼ିଶାରେ ମୋଟ ରାଜସ୍ବର ୫୦%ରୁ ଅଧିକ ଅଂଶ ହାସଲ କରିଛି JIO । ରାଜ୍ୟର ଏକ ନମ୍ବର ଡିଜିଟାଲ ସେବା ପ୍ରଦାନକାରୀ ସଂସ୍ଥା ଜିଓ ହୋଇଛି । ଏବେ ସୁଦ୍ଧା ରାଜ୍ୟର ୨୬ରୁ ଅଧିକ ପ୍ରମୁଖ ସହରରେ ଜିଓ ଫାଇବର ସେବା ଉପଲବ୍ଧ ହେଉଛି @reliancejio #JIO #Odisha https://t.co/yWpEKg26dD

@reliancejio ମାର୍ଚ୍ଚ ସୁଦ୍ଧା ଏୟାରଟେଲ ୬୪,୭୦୧ ଓ BSNL ୪୯,୧୩୩ ଗ୍ରାହକ ଯୋଡ଼ିଛନ୍ତି । ମାର୍ଚ ମାସରେ ଭୋଡାଫୋନ-ଆଇଡିଆ ୫୨,୭୫୧ ଗ୍ରାହକ ହରାଇଛି । ମାର୍ଚ୍ଚ ୩୧ ସୁଦ୍ଧା ଓଡ଼ିଶାରେ ମୋବାଇଲ ଗ୍ରାହକ ୩.୪୩ କୋଟି ଅତିକ୍ରମ କରିଛନ୍ତି । ୨୦୨୧ ମାର୍ଚ୍ଚ ମାସରେ ଦେଶରେ JIO ସର୍ବାଧିକ ୭୯ ଲକ୍ଷ ନୂଆ ଗ୍ରାହକ ଯୋଡ଼ିଛି  @reliancejio #JIO #Odisha https://t.co/giLe61hNde

ଓଡ଼ିଶା ଦୂରସଂଚାର ବଜାରରେ ନିଜର ଆଧିପତ୍ୟ ବଜାୟ ରଖିଛି JIO । ୨୦୨୧ ମାର୍ଚ୍ଚ ମାସରେ ସର୍ବାଧିକ ୨.୭୨ ଲକ୍ଷ ନୂଆ ମୋବାଇଲ ଗ୍ରାହକ ଯୋଡ଼ିଛି JIO । ଓଡ଼ିଶାରେ ରିଲାଏନ୍ସ JIOର ପ୍ରାୟ ୪୨% ଗ୍ରାହକ ବଜାର ଅଂଶ ରହିଛି । (ଟ୍ରାଇ) ତଥ୍ୟ ଅନୁଯାୟୀ ରାଜ୍ୟରେ ୧.୪୩ କୋଟିରୁ ଅଧିକ JIO ମୋବାଇଲ ଗ୍ରାହକ ଅଛନ୍ତି @reliancejio #JIO #Odisha https://t.co/NYkWR6EhEa

Next Page